ପୁରୀ ବେଳାଭୂମିରେ ସହ ସହ ଜେଲି ଫିସ

Spread the love

ପୁରୀ : ପୁରୀ ବେଳାଭୂମିରେ ପଡିରହିଛି ସହ ସହ ଜେଲି ଫିସ l ଦିଗବାରେଣୀ ବେଳାଭୂମି ଛକ ଠାରୁ ବଲିଆପଣ୍ଡା ପର୍ଯ୍ୟନ୍ତ ଏମିତି ପଡିରହିଛନ୍ତି ଜେଲି ଫିସ l ତେବେ କେଉଁ କାରଣରୁ ଏତେ ସଂଖ୍ୟରେ ଜେଲି ଫିସ ମରିଥିବା ତାହା ସ୍ପଷ୍ଟ ଜଣାପଡ଼ିନାହିଁ l ନିକଟତର ସୃଷ୍ଟି ହୋଇଥିବା ବାତ୍ୟା ଯୋଗୁଁ ଏହିଭଳି ହୋଇପାରିଥାଏ ବୋଲି ଆଶଙ୍କା କରାଯାଉଛି ତେବେ ଏତେ ସଂଖ୍ୟାରେ ଜେଲି ଫିସ ମରିବା ଦ୍ୱାରା ପରିବେଶବିତ ବିଭିର୍ଣ୍ଣ କାରଣ ପାଇଁ ଦାଇ କରିଛନ୍ତି । ଜଳ ଦୂଷିତ ହେବା କାରଣରୁ ମଧ୍ୟ ଜେଲି ଫିସ ଙ୍କ ମୃତ୍ୟୁ ହୋଇଥାଇପାରେ l ଏହା ପୂର୍ବରୁ ମଧ୍ୟ ପୁରୀ ସମୁଦ୍ରକୂଳରେ ବହୁ ସଂଖ୍ୟରେ ଜେଲି ଫିସ ମରି ପଡିଥିବାର ଦେଖିବାକୁ ମିଳିଥିଲା l

Leave a Reply

Your email address will not be published. Required fields are marked *