Ganjam

କାଳବୈଶାଖୀ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ିଲା, ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ଦାମପୁର ଗ୍ରାମରେ ଗତକାଲି ସଂନ୍ଧ୍ୟାରେ କାଳବୈଶାଖୀ ବର୍ଷାରେ ମାଟି କାନ୍ଥ ଭୁଶୁଡ଼ି ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ସୁଶାନ୍ତ ମଲ୍ଲିକ। ଗୁରୁତର ଆହତ ପ୍ରଶାନ୍ତ ମଲ୍ଲିକ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସାନଖେମୁଣ୍ଡି ପୋଲିସ ଘଟଣାର ତଦନ୍ତ କରୁଛି ।

Related Articles

Leave a Reply

Your email address will not be published.

Back to top button