ଅପରାଧଓଡ଼ିଶା

ଗୋରୁ ବୁଝେଇ ପିକଅପ ଜବତ

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଧିନ ୧୬ନଂ ଜାତୀୟ ରାଜପଥର ମଇତାପୁର ଛକ ନିକଟରେ ବେଆଇନ ଗୋରୁ ବୁଝେଇ ପିକଅପକୁ ଭଦ୍ରକ ପୋଲିସ ଜବତ କରିଛି । ପିକଅପରେ ୩୨ଟି ଗୋରୁ ଥିବାବେଳ ଅନେକ ଆହତ ହୋଇଥିବା ଜଣା ପଡିଛି । ଉଦ୍ଧାର ହୋଇଥିବା ଗୋରୁଙ୍କୁ ମଇତାପୁର ରୁଦ୍ରାଶମରେ ଛଡ଼ା ଯାଇଥିବାବେଳେ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ପୋଲିସ ଚଳାଇଛି ।

Leave a Reply

Your email address will not be published.

Back to top button