ଭିମସାର ଓ ଏମକେସିଜି ଛାତ୍ର ଗଣ୍ତଗୋଳ ଘଟଣାରେ ତଦନ୍ତ ଟିମ୍ ଗଠିତ

Spread the love

ଭୁବନେଶ୍ୱର : ଭିମସାର ଓ ଏମକେସିଜି ଛାତ୍ର ଗଣ୍ତଗୋଳ ଘଟଣାରେ ତଦନ୍ତ ଟିମ୍ ଗଠନ କରାଯାଇଛି ବୋଲି ଭିମସାର ନିର୍ଦ୍ଦେଶକ ବର୍ଷା ଟୁଡୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ଏହି ଟିମରେ 4 ଜଣ ସଦସ୍ୟ ରହିଛନ୍ତି । ଏହି ଚାରି ଜଣିଆ ତଦନ୍ତ ଟିମ୍ ତଦନ୍ତ କରି ୩ ଦିନ ଭିତରେ ରିପୋର୍ଟ ଦେବ । ତଦନ୍ତ କମିଟିର ରିପୋର୍ଟ ଆଧାରରେ ପଦକ୍ଷେପ ନିଆଯିବ ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *