ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଭିଲ ସର୍ଭିସ୍ ରାଙ୍କ୍ ପାଇଥିବା କସ୍ତୁରୀ ପଣ୍ଡା

Spread the love

ଭୁବନେଶ୍ୱର : ଓପିଏସସି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ୬୭ ରାଙ୍କ୍ ହାସଲ କରିଥିବା କସ୍ତୁରୀ ପଣ୍ଡା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ୟୁପିଏସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ୍ ପରୀକ୍ଷା ୨୦୨୨ରେ କୃତକାର୍ଯ୍ୟ ହୋଇଥିବା ଓଡିଶାର ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଜ୍ଜ୍ୱଳ କ୍ୟାରିୟର କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *