୧୦ ଦଫା ଦାବି ନେଇ ୩୦ରେ ଧାରଣା ଦେବେ ନିର୍ମାଣ ଶ୍ରମିକ

Spread the love

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘର ୧୦ ଦଫା ଦାବି ପୁରଣ କରା ନଗଲେ ଆସନ୍ତା ୩୦ ତାରିଖରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ସଂଘ ପକ୍ଷରୁ ଧାରଣା ଦିଆଯିବ । ଏନେଇ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ଏହା ସହ ଏହି ଦାବିର ନକଲ ମ୍ୟାବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ଶ୍ରମ ଆୟୁକ୍ତ, ଶ୍ରମ ସଚିବ ତଥା ସମସ୍ତ ଲୋକ ପ୍ରତିନିଧି ମାନଙ୍କୁ ସୂଚନା ଦିଆ ଯାଇଛି । ଏନେଇ ସଂପାଦକ ଅଶୋକ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *