ଆଇନସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗ ଚିହ୍ନଟ କାର୍ଯ୍ୟକ୍ରମ

Spread the love

କେନ୍ଦ୍ରାପଡ଼ା : ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଏକ ସପ୍ତାହ ବ୍ୟାପି ସହରରୁ ପଂଚାୟତ ଏବଂ ପଂଚାୟତରୁ ଗାଁ ଗାଁ ବୁଲି ଭିନ୍ନକ୍ଷମ ଲୋକଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ସୁବିଧା ମାନ ଯୋଗାଇ ଦେବା ଏହି ସପ୍ତାହ ବ୍ୟାପି ପ୍ରଚାରର ମୂଳ ମନ୍ତ୍ର ବୋଲି ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ପ୍ରଚାର କରିଛନ୍ତି । ଏହି କାର୍ଯ୍ୟକ୍ରମଟି ପ୍ରାଧିକରଣ ସଚିବ ଶ୍ରୀମତୀ ସାହୁଙ୍କ ତତ୍ୱାବଧାନରେ ଆଗାମୀ ୨୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (ଡି.ଏସ୍‌.ଏସ୍‌.ଓ) ପ୍ରଭାସ ଚନ୍ଦ୍ର ଦାସ, ସମସ୍ତ ବ୍ଲକ ମଙ୍ଗଲ ସୁରକ୍ଷା ଅଧିକାରୀ, ଅଙ୍ଗନୱାଡି କର୍ମୀ ପାରାଲିଗାଲ ଭଲେଣ୍ଟର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *