ଜିଲ୍ଲା ଖାଉଟୀ ବିବାଦ କମିଶନର କାର୍ଯ୍ୟାଳୟରେ ନୂତନ ସଭାପତିଙ୍କ ଯୋଗଦାନ

Spread the love

କେନ୍ଦ୍ରାପଡ଼ା : ଦୀର୍ଘ ୨ମାସରୁ ଉର୍ଦ୍ଧ୍ୱ ଧରି ଜିଲ୍ଲା ଖାଉଟୀ ବିବାଦ କମିଶନର ସଭାପତି ପଦ ଖାଲି ପଡିଥିଲା । ଏହା ଦ୍ୱାରା ଅନେକ ଖାଉଟୀ ମାନେ ଅସୁବିଧାର ସମ୍ମୁଖୀ ହେଉଥିଲେ । ମଙ୍ଗଳବାର କାର୍ଯ୍ୟାଳ୍ୟରେ ନୂତନ ସଭାପତି ଭାବେ ଶ୍ରୀ ପ୍ରଭାତ କୁମାର ପାଢୀ ଯୋଗ ଦେଇ ଦାୟିତ୍ୱ ଗ୍ରହଣ କରିଛନ୍ତି । ବରିଷ୍ଠ ସଭ୍ୟ ବିବେକାନନ୍ଦ ଦାସ, ମନୋଜ କୁମାର ଶତପଥୀ, କାର୍ଯ୍ୟାଳୟ କର୍ମଚାରୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ।

Leave a Reply

Your email address will not be published. Required fields are marked *