କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଆସିଥିବା ଅବସରରେ ଜିଲ୍ଲା ଓକିଲ ସଂଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଏକ କମିଟି ଦାବିପତ୍ର ପ୍ରଦାନ କରିଥିଲା । ଓକିଲ ସଂଘର ଉନ୍ନତି ପାଇଁ ୩୦ ଲକ୍ଷ ଟଙ୍କା ଅନୁଦାନ ରାଶି ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଜିଲ୍ଲା ଓକିଲ ସଂଘର ସମ୍ପାଦକ ଧର୍ନୁଧର ନାୟକ, ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ସିଂ, ବୈଦ୍ୟନାଥ ଚାଟାର୍ଜୀ, ଗଗନ ବିହାରୀ ଜେନା, ସରକାରୀ ଆଇନଜୀବୀ ସଂଜୟ କୁମାର ଜେନା, ବିଭୁପ୍ରସାଦ ସିଂ, ପ୍ରଦୀପ୍ତ ମହାନ୍ତି, ସୁବାଷ ଦାସ, ରମେଶ ଚନ୍ଦ୍ର ଲେଙ୍କା, ଗୋବର୍ଦ୍ଧନ ରାଉତ, ରମାକାନ୍ତ ସ୍ୱାଇଁ, ଆଶୁତୋଷ ମହାନ୍ତି, ଦିଲ୍ଲୀପ ପରିଡା, ମନୋଜ ସାହୁ, ନିରଞ୍ଜନ ବଳ, ହରି ପ୍ରସାଦ କର, ବ୍ରଜ ସୁନ୍ଦର ରାଉତ, ଚୈାଧୁରୀ ସୁବାଷ ଚନ୍ଦ୍ର ମିଶ୍ର, ତମସା ପାତ୍ର, ଅଜୟ ମହାନ୍ତି, ଅକ୍ଷୟ ନାଥ, ନିତ୍ୟାନନ୍ଦ ସ୍ୱାଇଁ, ତାରେଣୀ ପାଟଜୋଷି, ରବି ନାରାୟଣ ଦାସ, ଇତିହାସ ଲେଙ୍କା, ଶାନ୍ତିସ୍ୱରୂପ ଭୂୟାଁ, ସରୋଜ କୁମାର ଜେନା, ସଂଘର ସମସ୍ତ କାର୍ଯ୍ୟନିର୍ବାହୀ କର୍ମକତା ଓ ବହୁ ଆଇନଜୀବୀ ପ୍ରମୁଖ ଧନ୍ୟବାଦ ଅର୍ପଣ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now