କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅଭାବନୀୟ ଘଟଣା। ବିଦ୍ୟୁତ୍ ତାର ଲାଗି ଦୁଇ ମାଈହାତୀ ମୃତ। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି। ତେବେ ହାତୀ ଦୁଇଙ୍କର ମୃତ୍ୟୁ କିପରି ଏବଂ କେଉଁ ପରିସ୍ଥିତିରେ ବିଦ୍ୟୁତ୍ ତାରରେ ଲାଗିଲା, ତାହାର ଖୋଳତାଡ ଚାଲିଛି।