Koraput

କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ଅଣ୍ଡାମାଡ଼

କୋରାପୁଟ : କୋରାପୁଟ ବିଧାୟକ ରଘୁରାମ ପଡାଲ ଆଜି ନିଜ ନିର୍ବାଚନ ମଣ୍ଡଳୀ ଲମତାପୁଟ ବ୍ଲକ ରେ ନୂତନ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଉଦଘାଟନ କରିବା ପାଇଁ ଯାଉଥିବା ସମୟରେ କଂଗ୍ରେସ କର୍ମୀ ଙ୍କ ଅଣ୍ଡା ମାଡ଼ ର ଶିକାର ହୋଇଛନ୍ତି l ବ୍ଲକ ଭିତରକୁ ପ୍ରବେଶ କରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା କଂଗ୍ରେସ କର୍ମୀ ବିଧାୟକଙ୍କ ଗାଡି କୁ ଅଣ୍ଡାମାଡ଼ କରିଥିଲେ l ବିଧାୟକଙ୍କୁ ଅଣ୍ଡାମାଡ଼ ନେଇ ବ୍ଲକ ରେ ଉତ୍ତେଜନା ଦେଖା ଦେବା ସହିତ ବ୍ୟାପକ ପୋଲିସ ମୃତୟନ କରାଯାଇଛି l

Related Articles

Leave a Reply

Your email address will not be published.

Back to top button