ଅବିଭକ୍ତ କୋରାପୁଟ ଜିଲା ଲ୍ୟାମ୍ପ କର୍ମଚାରି ସଂଘ କାର୍ଯ୍ୟବନ୍ଦ ଆନ୍ଦେଳନ ସ୍ଥିଗତ

Spread the love

ଜୟପୁର : ଅବିଭକ୍ତ କୋରାପୁଟ ଜିଲା ଲ୍ୟାମ୍ପ କର୍ମଚାରି ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥିଗତ । ଓଡିଶା ସମବାୟ ସମିତି କର୍ମଚାରି ମହାମଂଚ ଭୁବନେଶ୍ୱର ଙ୍କର କାଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇ ଅବିଭକ୍ତ କୋରାପୁଟ ଜିଲା ଲ୍ୟାମ୍ପସ କର୍ମଚାରି ସଂଘ ଗତ୧ା୬ା୨୩ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ଯୋଗ ଦାନ କରିଥିଲେ । କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଙ୍କ ପ୍ରଚେଷ୍ଟାରେ ଆଜି ୯ତାରିଖରେ ଅବିଭକ୍ତ କୋରାପୁଟ ଜିଲା ଲ୍ୟାମ୍ପସ କର୍ମଚାରି ସଂଘ ସାଧାରମ ସମ୍ପାଦକ ପ୍ରଦିପ କୁମାର ମିଶ୍ର, କୋଷାଧ୍ୟକ୍ଷ ରିତେଶ ମିଶ୍ର, କାଯ୍ୟକାରି ସମ୍ପାଦକ ଆଯ୍ୟ ଜ୍ୟୋତି ମିଶ୍ର. ରଞ୍ଜିତ ମହାପାତ୍ର, ସ୍ୱଦେଶ ପଟ୍ଟନାୟକ ସମ୍ବୋଦର ପଟ୍ଟନାୟକ ବ୍ୟାଙ୍କ ସଭାପତିଙ୍କ ସହ ଆଲୋଚନା କରି ଚାଷୀଙ୍କ ବୃହତ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଆଜି ଠାରି କାର୍ଯ୍ୟ ବନ୍ଦ ଆନ୍ଦୋଳନ ସ୍ଥଗିତ ରଖି କାଯ୍ୟରେ ଯୋଗ ଦାନ କରିବା ପାଇ ନିଷ୍ପତି ନେଇଥିବା ଗଣ ମାଧ୍ୟମରୁ ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *