ସୌମ୍ୟର ପରିବାରକୁ ନ୍ୟାୟ ମିଳିଛି-କେ.ଭି ସିଂଦେଓ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ରେ ରାୟ ପ୍ରସଙ୍ଗରେ ଉପ ମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ ଙ୍କ ପ୍ରତିକ୍ରିୟା । ନ୍ୟାୟ ପାଳିକା ଉପରେ ଯେଉଁ ବିଶ୍ୱାସ ରଖି ପରିବାର କେସ୍ ଲଢୁଥିଲେ ତାଙ୍କୁ ଆଜି ନ୍ୟାୟ ମିଳିଛି । ଯେଉଁ ତଦନ୍ତ ହେଉଥିଲା ତାହା ଗୋଟେ ପ୍ରକାର ଠିକ ବୋଲି ପ୍ରମାଣିତ ହୋଇଛି । ସୌମ୍ୟ ର ପରିବାର କୁ  ଅଦାଲତ ଆଜି ନ୍ୟାୟ ଦେଇଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *