ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ୮ ତାରିଖ ଯାଁଏ ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ  ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରୁ ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ସାମାନ୍ୟ ଉତ୍ତର ଆଡକୁ ଗତିକରିବ ଲଘୁଚାପ । ଏହାର  ପ୍ରଭାବରେ ୯ ତାରିଖରୁ ଆରମ୍ଭ ହେବ ବର୍ଷା । ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗ ତରଫରୁ ଜାରି ହେଲା ଆର୍ଲଟ । ସେହିପରି ୯ଏପ୍ରଲିରେ ବର୍ଷା ନେଇ ୟେଲୋ ୱାଣ୍ଣ ଜାରି କରାଯାଇଛି । ବିଜୁଳି , ଘଡଘଡି ସହ କୁଆପଥର ବର୍ଷା ନେଇ  ଆର୍ଲଟ ଜାରି ହୋଇଛି । ମୟରଭଞ୍ଜ, କେନ୍ଦୁଝର , ବାଲେଶ୍ୱର , ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ପୁରୀ ,ଖୋର୍ଦ୍ଦା , ଗଞ୍ଜମ, ନୟାଗଡ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *