ପୋଲିସ ବାବୁଙ୍କ ଦବଙ୍ଗଗିରି

Spread the love

ମାଲକାନାଗିରି: ପୋଲିସ ବାବୁଙ୍କ ଦବଙ୍ଗଗିରି। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ମୁଖ୍ୟ ଛକରେ ଜଣେ ପୁଲିସ ବାବୁ ଏକ ବାଇକ ଆରୋହୀକୁ ନିର୍ଦ୍ଧୁମ ପିଟୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ରବିବାର ଦିନ ସକାଳେ ଜଣେ ବାଇକ ଆରୋହି ପୋଲିସ ବାବୁଙ୍କ ଦେହରେ ବାଇକ ଲଗାଇ ଦେବା ଫଳରେ ପୁଲିସ ବାବୁ ରାଗିଯାଇ ତାକୁ ନିସ୍ତୁକ ମାଡ ମାରିଥିଲେ। ତେବେ ବାଇକ ଆରୋହି ଜଣକ ଅଜାଣତରେ ବାଜିଥିବା କହିଥିଲେ ମଧ୍ୟ ପୋଲିସ ବାବୁ କିଛି ଶୁଣି ନଥିଲେ। ଯେତେ କାକୁତି ମୀନତି ହୋଇ ଭୁଲ ମାଗିଥିଲେ ମଧ୍ୟ ପୁଲିସ ବାବୁ କିଛି ଶୁଣୁନଥିଲେ ବଂର ନୁର୍ଧୁମ ପିଟି ଚାଲିଥିଲେ। ତେବେ ପୋଲିସ ବାବୁଙ୍କ ଏଭଳି ଆଚରଣକୁ ସାଧାରଣରେ ନିନ୍ଦାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *