ବିଗତ ପାଞ୍ଚ ବର୍ଷରେ ଅପପୃଷ୍ଟିର ଶିକାର ହୋଇଛନ୍ତି ଶିଶୁ | 6 ମାସ ରୁ 5 ବର୍ଷର ଶିଶୁ ହୋଇଛନ୍ତି ଅପପୃଷ୍ଟି ର ଶିକାର। 2022-23 ରେ 23 ହଜାର 4 ଜଣ ଶିଶୁ ଅପପୃଷ୍ଟି ର ଶିକାର ହୋଇଥିବା ବେଳେ ସର୍ବାଧିକ କେନ୍ଦୁଝର ଜିଲ୍ଲା ରେ 2464 ଜଣ ଶିଶୁ ରହିଛନ୍ତି।2023-24 ରେ 13 ହଜାର 736 ଶିଶୁ ଅପପୃଷ୍ଟି ର ଶିକାର ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ରେ 1662 ଜଣ ଶିଶୁ ରହିଛନ୍ତି। 2024-25 ରେ 10 ହଜାର 133 ଶିଶୁ ଅପପୃଷ୍ଟି ର ଶିଶୁ ଶିକାର ହୋଇଥିବା ବେଳେ ସର୍ବଧିକ ମୟୁରଭଞ୍ଜ ଜିଲ୍ଲା ରେ 1234 ଶିଶୁ ରହିଛନ୍ତି। 2025-26 ରେ 9 ହଜାର 877 ଜଣ ଶିଶୁ ଅପପୃଷ୍ଟି ରେ ଶିକାର ହୋଇଥିବା ବେଳେ ସର୍ବାଧିକ ମୟୁରଭଞ୍ଜ ଜିଲ୍ଲା ରେ 1ହଜାର 75 ଜଣ ଶିଶୁ ରହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now