ଆଜି ଦିନ ୧୧ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୦ ପ୍ରତିଶତ ଆଦ୍ରତା ରେକର୍ଡ଼

Spread the love

ଭୁବନେଶ୍ଵର : ଆଜି ଦିନ ୧୧ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୮୦ ପ୍ରତିଶତ ଆଦ୍ରତା ରେକର୍ଡ଼ ହୋଇଛି । ସେହିପରି ପୁରୀରେ ୭୪ ପ୍ରତିଶତ, ବାଲେଶ୍ଵରରେ ୬୯ ପ୍ରତିଶତ, ଗୋପାଳପୁରରେ ୫୬ ପ୍ରତିଶତ, ଚାନ୍ଦବାଲିରେ ୫୫ ପ୍ରତିଶତ, ଭୁବନେଶ୍ଵରରେ ୩୮ ପ୍ରତିଶତ, କେନ୍ଦୁଝରରେ ୩୬ ପ୍ରତିଶତ, ହୀରାକୁଦରେ ୩୨ ପ୍ରତିଶତ, ସମ୍ବଲପୁରରେ ୩୧ ପ୍ରତିଶତ, ଝାରସୁଗୁଡ଼ାରେ ୨୧ ପ୍ରତିଶତ ଆଦ୍ରତା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *