ଭୁବନେଶ୍ୱର – ବାତ୍ୟା ‘ମୋକା’ ଦକ୍ଷିଣପୂର୍ବ ଏବଂ ତତ୍ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘଂଟାପ୍ରତି ୯ କିଲୋମିର୍ଟ ବେଗରେ ଉତ୍ତର ଆଡ଼କୁ ଗତିକରିବା ପରେ ଆହୁରି ଘନୀଭୂତ ହୋଇ ‘ଅତି ଉଗ୍ର ସାମୁଦ୍ରିକ’ ବାତ୍ୟାରେ ପରିଣତ ହୋଇଛି । ଏହା ଆଜି ଆଜି ସକାଳ ୫.୩୦ ସୁଦ୍ଧା କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଥିବା କଥା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now