ନବରଙ୍ଗପୁର ଡାବୁଗାଁ ସିଡିପିଓ କିରାଣିଙ୍କୁ ଚୌକିରୁ ଠେଲିଦେବା ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ

Spread the love

ଭୁବନେଶ୍ୱର : ନବରଙ୍ଗପୁର ଡାବୁଗାଁ ସିଡିପିଓ କିରାଣିଙ୍କୁ ଚୌକିରୁ ଠେଲିଦେବା ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଏହି ତଦନ୍ତ ଆରମ୍ଭ ହୋଇଛି । ସିଡିପିଓ କାର୍ଯ୍ୟାଳୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

Leave a Reply

Your email address will not be published. Required fields are marked *