Nabarangpur

ପୁଣି ମାଓ ପୋଷ୍ଟର

ନବରଙ୍ଗପୁର: ପୁଣି ନବରଙ୍ଗପୁର ଜିଲ୍ଲାରେ ଲାଗିଛି ମାଓ ପୋଷ୍ଟର। ମାଓବାଦୀ ମାନେ ନିଜର ସ୍ଥିତି ଜାହିର କରିବା ପାଇଁ ରାଇଘର ବ୍ଲକର ଗୋନା, ଟିମନପୁର ଓ ଭାରସୁଣ୍ଡି ଗ୍ରାମ ପାଖରେ ଲଗାଇଲେ ପୋଷ୍ଟର। ୨୧ ତାରିଖରୁ ୨୭ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ ପାଇଁ ଆହ୍ବାନ କଲେ ଜନସାଧାରଣଙ୍କୁ। କେନ୍ଦ୍ର ସରକାରଙ୍କ ଦ୍ଵାରା ଆଣିଥିବା ବନ ସଂରକ୍ଷଣ ଅଧିନିୟମ ୨୦୨୨ ରଦ୍ଦ କରିବା ସହିତ ପୋଲିସ ର ଦମନ ଲୀଳା ବନ୍ଦ କରିବା ପାଇଁ ଆହ୍ବାନ ଦେଇଛନ୍ତି। ତେବେ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ଅଞ୍ଚଳ ବାସୀ ଭୟଭୀତ।

Related Articles

Leave a Reply

Your email address will not be published.

Back to top button