ଭୁବନେଶ୍ୱର : ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଏକ ଟିମ ଆଜି ଭୁବନେଶ୍ବର ଶିଖରଚଣ୍ଡିରେ ପହଞ୍ଚି ଛନ୍ତି । ଏହି ଟିମ ଶିଖରଚଣ୍ଡି ପ୍ରକଳ୍ପ ପରିଦର୍ଶନ କରୁଛନ୍ତି । ୪ ଜଣିଆ ଟିମ୍ ସହ ବିଧାୟକ ସୁର ରାଉତରାୟ, ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଅଛନ୍ତି ।
ଉନ୍ନତିକରଣ ନାଁରେ ପ୍ରଶାସନ ଏଠାରେ ଗଛକାଟି ବିଭିନ୍ନ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା। ସ୍ଥାନୀୟ ଲୋକେ ଶିଖରଚଣ୍ଡି ପ୍ରକଳ୍ପକୁ ବିରୋଧ କରୁଛନ୍ତି । ଜୈବ ବିବିଧତା ନଷ୍ଟ କରାଯାଉଥିବା ଅଭିଯୋଗ କରି ସେମାନେ ଏହାକୁ ବିରୋଧ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now