ଓଡ଼ିଶା କ୍ୟାଡର ଆଇଏଏସ ନିକୁଞ୍ଜ ଧଳ ଓ ସନ୍ତୋଷ ଷଡ଼ଙ୍ଗୀଙ୍କୁ କେନ୍ଦ୍ରରେ ମିଳିଲା ଗୁରୁଦାୟିତ୍ୱ। ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରାଳୟର ସଚିବ ଭାବେ ନିଯୁକ୍ତି ମିଳିଛି। କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ। ଜୁନ୍ ୩୦ରୁ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ସେହିଭଳି ୧୯୯୪ ବ୍ୟାଚର ଆଇଏଏସ ସନ୍ତୋଷ ଷଡ଼ଙ୍ଗୀଙ୍କୁ ନ୍ୟୁ ଆଣ୍ଡ ରିନ୍ୟୁଏବୁଲ ଏନର୍ଜି ଶକ୍ତି ସଚିବ ଭାବେ ଦାୟିତ୍ୱ ମିଳିଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now