ପରିବେଶ ଦିବସରେ ବୃକ୍ଷ ରୋପଣ କରିବା ଓ କାର୍ବନ ଫୁଟ ପ୍ରିଂଟକୁ କମ କରିବାକୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ

Spread the love

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ କରିବା ଓ କାର୍ବନ ଫୁଟ ପ୍ରିଂଟକୁ କମ କରିବାକୁ ଆହ୍ୱାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ – ପୃଥିବୀରେ ଲୋକ ମାନଙ୍କର ଅସ୍ତିତ୍ୱ ପାଇଁ ପରିବେଶ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଥାଏ । ବିଶ୍ୱ ପରିବେଶ ଦିବସରେ ଆସନ୍ତୁ ଅଧିକ ବୃକ୍ଷ ରୋପଣ କରିବା ଓ କାର୍ବନ ଫୁଟ ପ୍ରିଂଟକୁ କମ କରି ଧରିତ୍ରୀ ମାତାକୁ ସମ୍ମାନ ଦେବାକୁ ସଂକଳ୍ପ ନେବା

Leave a Reply

Your email address will not be published. Required fields are marked *