ବିଦ୍ୟୁତ ଆଘାତରେ ଜଣେ ମୃତ, ୪ ଗୁରୁତର

Spread the love

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା କୁଜଙ୍ଗରେ ଘଟିଛି ଅଘଟଣ । ବିଦ୍ୟୁତ ଆଘାତରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ବିଦ୍ୟୁତ ଆଘାତରେ ଜମ୍ ଝିଅ ର ମୃତ୍ୟୁ ଘଟିଥିବାବେଳେ ବାପା , ମା, ଭାଇ ଓ ପଡୋଶୀ ଗୁରୁତର ହୋଇଥିବା ସୂଚନା ମିଳିଛି  । ପ୍ରଥମେ ଝିଅ ବିଦ୍ୟୁତ ସଂଶ୍ପର୍ସରେ ଆସିଥିଲା, ଝିଅକୁ ବଞ୍ଚାଇବାକୁ ଜାଇ ବାପା , ମା, ଭାଇ ଓ ପଡୋଶୀ ମଧ୍ୟ ବିଦ୍ୟୁତ ସଂଶ୍ପର୍ସରେ ଆସି ଗୁରୁତର ହୋଇପଡିଥିଲେ  ।

Leave a Reply

Your email address will not be published. Required fields are marked *