ଓଡ଼ିଶା

ଶିକାରୀ ଗୁଳିରେ ବନକର୍ମଚାରୀ ସହିଦ ଘଟଣାରେ ପୀଡିତ ପରିବାରକୁ ଭେଟି ପିସିସିଏଫ ଦେଲେ ସାନ୍ତ୍ୱନା

ଭୁବନେଶ୍ୱର : ଶିମିଳିପାଳ ଜଙ୍ଗଲରେ ଶୀକାରୀଙ୍କୁ ଗୁଳିରେ ଶହୀଦ ହୋଇଥିବା ବନ ରକ୍ଷୀଙ୍କ ପରିବାରକୁ ଭେଟିଛନ୍ତି ପିସିସିଏଫ ଶୁଶୀଲ କୁମାର ପୋପଲି । ସେ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ଅଧିକରୁ ଅଧିକ ଅନୁକମ୍ପା ରାଶି ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି ।

Leave a Reply

Your email address will not be published.

Back to top button