2024ରେ ଲୋକ ବିଜେଡ଼ି ସରକାରକୁ ଜିରୋ କରିଦେବେ : ମନମୋହନ

Spread the love

ଭୁବନେଶ୍ୱର : ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାଂପ୍ରତିକ ରାଜ୍ୟର ଶାସନ ବ୍ୟବସ୍ଥାକୁ 1975ର ଜରୁରୀକାଳୀନ ସ୍ଥିତି ସହ ତୁଳନା କରିଛନ୍ତି ।

ସାମ୍ବାଦିକ ମାନଙ୍କ ସହ କଥାବାର୍ତା ହେଳେ ସେ କହିଛନ୍ତି ଯେ ଣସି ବ୍ୟକ୍ତି ଲକ୍ଷ୍ମଣରେଖା ଟପିବା ଉଚିତ ନୁହେଁ । କୌଣସି ବ୍ୟକ୍ତି ସମ୍ବିଧାନ ଆଉ ଆଇନ ଉର୍ଦ୍ଧ୍ଵରେ ନୁହନ୍ତି । ବିଧି ଓ ବ୍ୟବସ୍ଥା ଭିତରେ ସବୁ ଚାଲିବା ଦରକାର । ଆମେ ଲୋକଙ୍କ ଉପରେ ଏ ପ୍ରସଙ୍ଗ ଛାଡ଼ି ଦେଇଛୁ । ଜରିରୀକାଳୀନ ସ୍ଥିତି ପରେ ଯେମିତି ଜନମତ ସେ ସରକାରକୁ ଜିରୋ କରିଦେଇଥିଲା, ଓଡ଼ିଶାରେ ବି 24ରେ ଲୋକ ଏ ସରକାରକୁ ଜିରୋ କରିଦେବେ ।

Leave a Reply

Your email address will not be published. Required fields are marked *