ଓଡ଼ିଶାରାଜନୀତି

ଜୟଦେବଙ୍କ ଘରେ ପହଞ୍ଚିଲେ ଚିରଞ୍ଜିବ

ଭୁବନେଶ୍ୱର : କଂଗ୍ରେସ ଦଳରୁ ନିଲମ୍ବନ ପରେ ଚିରଞ୍ଜୀବ ବିଶ୍ୱାଳ ଦଳର ବରିଷ୍ଠ ନେତା ମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ବିଶ୍ୱାଳ ପାର୍ଟିର ବରିଷ୍ଠ ନେତା ଜୟଦେବ ଜେନା ଓ ଶରତ ରାଉତଙ୍କୁ ଭେଟି ଦଳ ବିଷୟରେ ଆଲୋଚନା କରିଥିବା ଜଣା ପଡିଛି ।

କଂଗ୍ରେସକୁ କ୍ରିୟାଶୀଳ କରିବାକୁ ଏକାଠି ହୋଇଛୁ ବୋଲି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ।

ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ନିକଟରେ ଶରତ ରାଉତ ଅଧ୍ୟକ୍ଷ ଦଳର ମଲ୍ଲିକାର୍ଜୁନ ଖଡଗେ, ଶୃଙ୍ଖଳା କମିଟି ସଦସ୍ୟ ତାରିକ ଅନୱର୍ ଙ୍କୁ ଭେଟି ଥିଲେ । ଦୁଇ ବରିଷ୍ଠ ନେତାଙ୍କ ନିଲମ୍ବନ ର ପୁନର୍ବିଚାର ଲାଗି ହାଇ କମାଣ୍ଡ ଙ୍କୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published.

Back to top button