ନୀତିକାନ୍ତି ପରେ ପୁଣି ଗଡ଼ିବ ରଥ

ବଡଦାଣ୍ଡରେ ଅଟକିଛି ୩ ରଥ । ଗତକାଲି ଅଳ୍ପ କିଛି ଦୂର ପର୍ଯ୍ୟନ୍ତ ରଥ ଟଣାଯାଇଥିବାବେଳେ, ଆଜି ଗୁଣ୍ଡିଚା ଯାତ୍ରା ଅଭିମୁଖେ ଯାତ୍ରା କରିବେ ୩ ରଥ । ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ନେଇ ଜନ୍ମବେଦୀକୁ କରିବେ ଯାତ୍ରା । ଏନେଇ ପୁରୀରେ ଆଗେଇ ଚାଲିଛି ପ୍ରସ୍ତୁତି । ପ୍ରଥମେ ରଥ ଉପରେ ନୀତିକାନ୍ତି କରାଯିବା ପରେ ରଥଟଣା ଆରମ୍ଭ ହେବ । ସୁବୁଆଡ଼େ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *