ଉଦ୍ଧାର ଅଭିଯାନ ସରିଲା ମରାମତି କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ : ଓଡିଶାର ବାଲେଶ୍ୱରରେ ହୋଇଥିବା ଟ୍ରେନ ଦୁର୍ଘଟଣାସ୍ଥଳରେ ଚାଲିଥିବା ଉଦ୍ଧାର ଅଭିଯାନ ସମାପ୍ତ ହୋଇଛି ବୋଲି ରେଳ ମନ୍ତ୍ରଣାଳୟର ପ୍ରବକ୍ତା ଅମିତାଭ ଶର୍ମା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ଉଦ୍ଧାର ଅଭିଯାନ ସରିବା ରପରେ ଏବେ ମରାମତି କାମ ଯୁଦ୍ଧକାଳୀନ ସ୍ଥିତିରେ ଆରମ୍ଭ ହୋଇଛି ।

ସେ କହିଛନ୍ତି ଯେ, ଏହି ରୁଟ୍ ରେ ଦୁର୍ଘଟଣା ନିରୋଧୀ ‘କବଚ’ ଉପଲବ୍ଧ ନ ଥିଲା। ‘କବଚ’ ବ୍ୟବସ୍ଥା ଥିଲେ ଟ୍ରେନ୍ ଦୁଇଟି ପରସ୍ପର ସହିତ ଧକ୍କା ଖାଇ ନ ଥାଆନ୍ତେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *