ଭିଜିଲାନ୍ସ ଜାଲରେ ଆରଆଇ

Spread the love

ଭିଜିଲାନ୍ସ ଜାଲରେ ଆରଆଇ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ଼ ତହସିଲ ଦୁର୍ଗାପଙ୍ଗା ଆର ଆଇ ଦିଲ୍ଲୀପ ସାହୁ। ଜମି ପଟ୍ଟା କରାଇ ଦେବାକୁ କହି ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାରେ ଟଙ୍କା ଲାଞ୍ଚ ନେଇ ଧରାପଡିଛନ୍ତି ଆରଆଇ। ଟ୍ରାପ ପରେ ଆରଆଇ ଦିଲ୍ଲୀପ ସାହୁଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଦୁଇଟି ସ୍ଥାନରେ ଜାରି ରହିଛି ଭିଜିଲାନ୍ସ ଚଢ଼ାଉ।

Leave a Reply

Your email address will not be published. Required fields are marked *