ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ପୋଲିସ ତଥା ସୋନପୁର ଥାନା ରେ କାର୍ଯ୍ୟରତ ସୁଜାତା ମିଞ୍ଜ ରାଜ୍ୟସ୍ତରୀୟ ଏଥଲେଟ ମିଟ ଡ଼ିସକସ ଥ୍ରୋ ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ର ଗୌରବ ବଢ଼ାଇଛନ୍ତି l ସେ ଆଜି ଜିଲ୍ଲା କୁ ଫେରିବା ପରେ ପ୍ରଥମେ ସୁବର୍ଣ୍ଣପୁର ପୋଲିସ ପରିବାର ତରଫରୁ ଦିନେଶ ମିଶ୍ର ଙ୍କର ନେତୃତ୍ୱ ରେ ତାଙ୍କୁ ସୋନପୁର ଥାନା ରେ ଭାବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇ ଏ ଦିଗରେ ତାଙ୍କୁ ସଫଳତା କାମନା କରାଯାଇଥିଲା l

Naxatra News is now on Whatsapp
Join and get latest news update delivered to you via whatsapp
Join Now