ଭୁଷୁଡ଼ିଲା ଦୟାନଦୀ ବନ୍ଧ

Spread the love

ଭୁଷୁଡ଼ିଲା ଦୟା ନଦୀବନ୍ଧ। ପିପିଲି ଡେଲାଙ୍ଗ ବ୍ଲକ ନୂଆହାଟ ସ୍ଥିତ ପାଣି ଟାଙ୍କି ନିକଟରେ ଦୟା ନଦୀବନ୍ଧ ଭୁଷୁଡ଼ିଛି। ୧୦ ଦିନ ପୂର୍ବରୁ ଠିକାଦାର ନଦୀ ବନ୍ଧ କାମ କରିଥିବା ବେଳେ ତାହା ଭୁଷୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ନଦୀ ବନ୍ଧ ଭୁଷୁଡ଼ିବାରୁ ଡେଲାଙ୍ଗ କଣାସ ବ୍ଲକର ଅନେକ ପଞ୍ଚାୟତବାସୀ ଭୟଭୀତ ହୋଇପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *