ଜାତୀୟରାଜନୀତି

ଜୁଲାଇ ୧ ତାରିଖରୁ ନୂଆ ଶ୍ରମ ଆଇନ୍

ଜୁଲାଇ ୧ ତାରିଖ ରୁ ହେବ ନୁଆ ଶ୍ରମ ଆଇନ୍ । ଶ୍ରମିକ ମାନଙ୍କ ପାଇଁ ଖୁସି ଖବର । ଶ୍ରମିକ ମାନଙ୍କୁ ଭେଟିଦେଲେ କେନ୍ଦ୍ର ସରକାର । ଶ୍ରମ ଆଇନ ଅନୁସାରେ ବଢିବ କାମ କରିବା ସମୟ । ଶ୍ରମିକ ମାନଙ୍କ ବେତନ ବୃଦ୍ଧି ପାଇବା ସହତ ଟିଏ,ଡିଏ,ପ୍ରୋଭିଡେଣ୍ଟ ଫଣ୍ଡ । ତା ସହତ ଦରମା ମଧ୍ୟ୍ୟ ଅଭିବୃଦ୍ଦି ହେବ । କେନ୍ଦ୍ର ସରକାର ନୁଆ ଶ୍ରମ ଆଇନ ଫଳରେ ଅନକ ଗୁଡିଏ ପରିବର୍ତ୍ତନ ହେବ । ଲେବର କୋର୍ଡ ଅନୁସାରେ କମ୍ପାନୀ ମାନେ ଏହା ସହତ ଗୋଟିଏ ଅତିରିକ୍ତ ଛୁଟି ଦେବେ । କେନ୍ଦ୍ର ସରକାର ଆଇନ ପ୍ରଣୟନ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । କିଛି ରାଜ୍ୟ ମଧ୍ୟ୍ୟ ଏହି ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି । ୨୩ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କ ମଧ୍ୟ୍ୟରୁ କେତେକାଂଶରେ ଏହା କାର୍ଯ୍ୟକାରୀ କରିବ । ନୁଆ ନିୟମ ଅନୁସାରେ କମ୍ପାନୀ ରେ କାମ କରିବାର ସମୟ ୮ ରୁ ୯ ଘଣ୍ଟା ରହିଥିବା ବେଳେ ଏହା ୧୨ ଘଣ୍ଟାକୁ ବୃଦ୍ଦି ପାଇଛି ।

ଏହା ସହତ ସପ୍ତାହକୁ ୩ ଟି ସାପ୍ତାହିକ ଛୁଟି ମିଳିବ । ସପ୍ତାହରେ ୪ ଟି କାର୍ଯ୍ୟ ଦିବସ ରଖାଯିବ କିନ୍ତୁ ଘଣ୍ଟା ହିସାବରେ ଦେଖିବା ପାଇଁ ଗଲେ କାମ କୌଣସି ପ୍ରକାରରେ ପ୍ରଭାବିତ ହେବ ନାହିଁ । ନୁଆ ୱେଜ କୋର୍ଡ ଅନୁସାରେ ସପ୍ତାବକୁ ୪୮ ଘଣ୍ଟା କା କରିବାର ସମୟ ରହିବ । ଖାଲି ସେତିକି ନୁହେଁ ପିଏଫ ମଧ୍ୟ୍ୟ ବୃଦ୍ଦି ପାଇବ । ଅନକ ମାତ୍ରାରେ ସଂଶୋଧନ ହେବ । ପିଏଅଫ କୁ ଉଭୟ କମ୍ପାନୀ ଓ ଚାକିରି କରିଥିବା ବ୍ୟକ୍ତି ଉଭୟ ଦେବେ । ଘରୋଇ ସେକ୍ଟରରେ କାମ କରୁତିବା ଲୋକମାନଙ୍କ ଇନ ହାଣ୍ଡ ସାଲାରୀ ମଧ୍ୟ ପ୍ରଭାବିତ ହେବ । ଚାରୋଟି ଲେବର କୋଡସ୍ ୱେଜସ୍ , ସୋସିଆଲ ସିକୁରିଟି, ଇଣ୍ଡଷ୍ଟ୍ରିଆଲ ରିଲେସନ, ଏବଂ ୱାର୍କିଙ୍ଗ କଣ୍ଡିସନ ଏହା ସହିତ ୨୯ ସେଣ୍ଟ୍ରାଲ ଲେବର ନିୟମ ଠିକ୍ ଭାବରେ ରହିବ । ପାର୍ଲ୍ୟାମେଣ୍ଟରେ ଏହି କୋର୍ଡ ପାସ ହୋଇଛି ।

  • ସ୍ମରଜିତ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button