କୁକୁଡ଼ାଟାଲ ଗାଁରେ ବାଘ ଆତଙ୍କ

Spread the love

ନୂଆପଡ଼ା : ନୂଆପଡ଼ା ବନ ବିଭାଗ ରେଞ୍ଜ୍ କୁକୁଡ଼ାଟାଲ ଗାଁରେ ପୁଣି ଥରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ମୁଷୁରଙ୍ଗା ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘର ଫଟୋ କଏଦ୍ ହୋଇଛି । ତେବେ ଏଥିରେ କେହି ଭୟଭିତ ନହେବାକୁ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି ବନ କର୍ମଚାରୀ ।

Leave a Reply

Your email address will not be published. Required fields are marked *