ଓଡ଼ିଶା
କୁକୁଡ଼ାଟାଲ ଗାଁରେ ବାଘ ଆତଙ୍କ

ନୂଆପଡ଼ା : ନୂଆପଡ଼ା ବନ ବିଭାଗ ରେଞ୍ଜ୍ କୁକୁଡ଼ାଟାଲ ଗାଁରେ ପୁଣି ଥରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ମୁଷୁରଙ୍ଗା ସଂରକ୍ଷିତ ଜଙ୍ଗଲରେ ଏକ କଲରାପତରିଆ ବାଘର ଫଟୋ କଏଦ୍ ହୋଇଛି । ତେବେ ଏଥିରେ କେହି ଭୟଭିତ ନହେବାକୁ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି ବନ କର୍ମଚାରୀ ।