ଳା ଓ ସଂସ୍କୃତି ର ମାଟି ଟିଟିଲାଗଡ଼.. ଏହି ସହର କେତେ ଯେ କଳାକାର ମାନଙ୍କୁ ତା ମାଟିରେ ରଖିଛି, କଳାକାର ମାନେ ବି ନିଜ ପ୍ରତିଭା ର ନିଚ୍ଛକ ପ୍ରଦର୍ଶନ କରି ଏହି ମାଟିକୁ ଗୌରବନ୍ୱିତ କରି ଆସୁଛନ୍ତି… ଏମିତି ଏକ କଳାକାର ହେଲେ ଟିଟିଲାଗଡ଼ ବଂଶୀ ବାଦକ ରଞ୍ଜନ ପଟ୍ଟନାୟକ.. ଯିଏ ନିଜ ବଂଶୀ ର ଯାଦୁକରୀ ଧ୍ୱନି ରେ ସମସ୍ତଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି..ଯାହାକୁ ନେଇ ଟିଟିଲାଗଡ଼ ଏକତାରା କଳାକେନ୍ଦ୍ର ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି.
Naxatra News is now on Whatsapp
Join and get latest news update delivered to you via whatsapp
Join Now