ଓଡ଼ିଶା

ଉଗ୍ରତାରା ପୀଠରେ ପର୍ଯ୍ୟଟକଙ୍କ ଭିଡ

() ନୂଆବର୍ଷକୁ ଆଉ କିଛି ଦିନର ଅପେକ୍ଷା । ଏହାକୁ ନେଇ ସବୁ ପର୍ଯ୍ୟଟନସ୍ଥଳୀରେ ଜମିଛି ପର୍ଯ୍ୟଟକଙ୍କ ଭିଡ। ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ମୁଲିଝର ଗଡରେ ଥିବା ମା ଉଗ୍ରତାରା ପୀଠରେ ନାହିଁ ନଥିବା ଭିଡ ଜମୁଛି । ମାଙ୍କୁ ଦର୍ଶନ କରିବା ସହ  ପ୍ରାକୃତିକ ପରିବେଶର ମଜା ଉଠାଉଛନ୍ତି ଲୋକେ ।

ନୂଆବର୍ଷକୁ ଆଉ କିଛି ଦିନର ଅପେକ୍ଷା । ଏହାକୁ ନେଇ ସବୁ ପର୍ଯ୍ୟଟନସ୍ଥଳୀରେ ଜମିଛି ପର୍ଯ୍ୟଟକଙ୍କ ଭିଡ। ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ମୁଲିଝର ଗଡରେ ଥିବା ମା ଉଗ୍ରତାରା ପୀଠରେ ନାହିଁ ନଥିବା ଭିଡ ଜମୁଛି । ମାଙ୍କୁ ଦର୍ଶନ କରିବା ସହ  ପ୍ରାକୃତିକ ପରିବେଶର ମଜା ଉଠାଉଛନ୍ତି ଲୋକେ ।…

ସେପଟେ ମାଙ୍କ ଦର୍ଶନ ଲାଗି ପ୍ରତିଦିନ ଭକ୍ତଙ୍କ ଭିଡ ଜମୁଛି ସତ ହେଲେ  ଏହି ପର୍ଯ୍ୟଟନ ସ୍ଥଳୀ ରେ ଅନେକ ସମସ୍ୟା ଥିବା କହିଛନ୍ତି ପର୍ଯ୍ୟଟକ। ଲୋକ ଙ୍କ ଭିଡ କୁ ଆଖିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗରୁତ୍ବ ଦିଆଯାଉନି। ଶୌଚାଳୟ ନାହିଁ କି ପିଇବା ପାଣିର ବ୍ୟବସ୍ଥା ବି ନାହିଁ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପର୍ଯ୍ୟଟକ। …

Leave a Reply

Your email address will not be published.

Back to top button