ଆଜି ଦୁଇଟି ଟ୍ରେନ ଚଳାଚଳ ବନ୍ଦ

Spread the love

ଭୁବନେଶ୍ୱର : ଆଜି ପୁରୀ-ପାଟନା ବୈଦ୍ୟନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା-ଖଡ଼ଗପୁର ଏକ୍ସପ୍ରେସ୍ ବାତିଲ କରାଯାଇଛି । ରେଳବାଇ ପକ୍ଷରୁ ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ରେକ୍ ଅନୁପଲବ୍ଧତା କାରଣରୁ ଏହି ଦୁଇ ଟ୍ରେନକୁ ରଦ୍ଦ କରାଯାଇଥିବା ନେଇ ରେଳବାଇ ପକ୍ଷରୁ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *