କେନ୍ଦ୍ରାପଡା

କଂସାର ପଞ୍ଚାୟତରେ ସିଆରପି ନିଯୁକ୍ତିରେ ଚଞ୍ଚକତା ଅଭିଯୋଗ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ବ୍ଲକ କଂସାର ପଞ୍ଚାୟତ ବନ୍ଧପଡା ଗ୍ରାମରେ ସିଆରପି ନିଯୁକ୍ତିରେ ବ୍ୟାପକ ଚଞ୍ଚକତା ହୋଇଥିବା ଜିଲ୍ଲାପାଳ ଓ ମଣ୍ଡଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ବନ୍ଧପଡା ଗ୍ରାମର ସଙ୍ଗୀତା ପାଳ ମା ବିଲୋନାହାକାଣୀ (ଖ) ଏସ୍.ଏଚ୍.ଜି ର ସଭାପତି ଅଟେ । ମୋର ଆଞ୍ଚଳିକ ମଞ୍ଚର ନାମ ଏଲ ନନ୍ଦିଘୋଷ ଅଟେ । ଏହି ନନ୍ଦିଘାଷ ମଞ୍ଚରେ ସିଆରପି ଚୟନ ନିମନ୍ତେ ୬ ଜଣ ଆବେଦନ କରିଛନ୍ତି । ଏଥର ମଧ୍ୟରୁ ୧, ୨, ୪ ନଂରେ ଥିବା ଆବେଦନକାରୀ କୈାଣସି ଏସ୍ଏଚ୍ଜି ଗ୍ରୁଫରେ ନାହାଁନ୍ତି । ସିଆରପି ଚୟନ ପାଇଁ ଆବେଦନ ହେବାରୁ ଏମାନେ ଚଂଚକତା କରି ଆବେଦନ କରିଥିବା ସଙ୍ଗୀତା ଜିଲ୍ଲାପାଳ ଓ ବିଡିଓଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିଯୋଗ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button