ଜାତୀୟ

ଜୁଲାଇ ୧୭ ରେ ପିଏଫ୍‌ଆଇ ନେତା ଅବଦୁଲ ରଜାକଙ୍କ ଜାମିନ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି  

ନୂଆଦିଲ୍ଲୀ : ପପୁଲାର ଫଣ୍ଡ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ) ଏବଂ ଏହାର ସହଯୋଗୀ ସଂସ୍ଥା ପାଇଁ ବିଦେଶରୁ ପାଣ୍ଠି ସଂଗ୍ରହ ଅଭିଯୋଗରେ ଗିରଫ ହୋଇଥିବା ପିଏଫ୍‌ଆଇ ନେତା ଅବଦୁଲ୍ ରଜାକଙ୍କ ଜାମିନ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ ସାକ୍ଷୀମାନଙ୍କ ବିଷୟରେ ସୂଚନା ମାଗିଛନ୍ତି । ଜଷ୍ଟିସ୍ ଏଏସଏ ବୋପନ୍ନାଙ୍କ ନେତୃତ୍ୱରେ ଏକ ବେଂଚ୍  ଆସନ୍ତା ଜୁଲାଇ ୧୭ ରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

Related Articles

Leave a Reply

Your email address will not be published.

Back to top button