ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ

Spread the love

ଆସନ୍ତାକାଲି ଦ୍ବିତୀୟ ରାଜ୍ୟ କ୍ୟାବିନେଟ ବୈଠକ । କ୍ୟାବିନେଟ ବୈଠକ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବୈଠକରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଏବଂ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବା ବିଷୟରେ ଆଲୋଚନା ହୋଇପାରେ । ଏହା ସହ ଏକାଧିକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ ।

ଏହା ମୋହନ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ସମାରୋହ ଦିନ ସନ୍ଧ୍ୟାରେ ବସିଥିଲା ପ୍ରଥମେ କ୍ୟାବିନେଟ ବୈଠକ । ୨୨ରୁ ବଜେଟ ଅଧିବେଶନ ଥିବାରୁ ଏହି ବୈଠକରେ କିଛି ନୂଆ ଯୌଜନା ଉପରେ ହୋଇପାରେ ଆଲୋଚନା

Leave a Reply

Your email address will not be published. Required fields are marked *