ମୋଦି ପୁଣି ଯିବେ ଆମେରିକା। ଫେବୃଆରୀରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହ୍ୱାଇଟ ହାଉସରେ ମୋଦି-ଟ୍ରମ୍ପ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଭାରତ-ଆମେରିକା ଭାଇ ଭାଇ। ଏନେଇ ଟ୍ୱିଟ କରି ସୂଚନା ଦେଲେ ଡୋନାଲ୍ଡ ଟ୍ରମ୍ପ। ଭାରତ ଓ ମୋଦି ମୋର ଭଲ ବନ୍ଦୁ ବୋଲି କହିଛନ୍ତି ଟ୍ରମ୍ପ। ସେପଟେ ମୋଦି ଟ୍ୱିଟ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋର ଭଲ ବନ୍ଧୁ। ଅନ୍ୟପଟେ ଟ୍ରମ୍ପ ଆସିବା ପରେ ଚୀନ ଓ ପାକିସ୍ତାନର ଚିନ୍ତା ବଢିଛି। ଆମେରିକା ଉପରେ ଦୁଇ ଦେଶ ଅସନ୍ତୋଷ ଅଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now