ଡା ହେଡଗେବାରଙ୍କୁ ଅପମାନିତ କରିବା ପାଇଁ କ୍ଷମା ମାଗୁ କଂଗ୍ରେସ – ପ୍ରଫେସର ରାକେଶ ସିହ୍ନା

Spread the love

ବେଗୁସରାୟ : ରାଜ୍ୟସଭା ସଦସ୍ୟ ପ୍ରଫେସର ରାକେଶ ସିହ୍ନା କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରତିଷ୍ଠାତା ଡା କେଶବ ବଳିରାମ ହେଡଗେବାରଙ୍କ ଅପମାନ କରିବା ହେଉଛି ଦେଶବାସୀଙ୍କ ଅପମାନ । େଓା÷ରଙ୍ଗଜେବଙ୍କୁ ପୁଜା କରୁଥିବା କଂଗ୍ରେସ କେଉଁ ମୁହଁରେ ଦେଶଭକ୍ତଙ୍କ ଅପମାନ କରୁଛି ।

ଶୁକ୍ରବାରଦିନ ବେଗୁସରାୟରେ ସାମ୍ବାଦିକମାନଙ୍କ ସହିତ କଥା ହେବା ବେଳେ ରାକେଶ ସିହ୍ନା କହିଛନ୍ତି କର୍ଣାଟକର କଂଗ୍ରେସ ନେତା ଡା ହେଡଗୋବାରଙ୍କୁ ଭୟାଳୁ ଓ ନକଲୀ ସେନା କହି ଦେଶର ଅପମାନ କରିଛନ୍ତି । କଂଗ୍ରେସ କେଉଁ ମୁହଁରେ ପାଠ୍ୟ ପୁସ୍ତକରୁ ହେଡଗେବାରଙ୍କ ଜୀବନ ପରିଚୟ ହଟାଇବାକୁ କହୁଛନ୍ତି ।

Leave a Reply

Your email address will not be published. Required fields are marked *