ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ କଲ ଆସିବା ଆରମ୍ଭ ହୋଇଛି। ଓଡ଼ିଶାର ଜୁଏଲ ଓରାମଙ୍କ ପାଖକୁ ଫୋନ କଲ ଆସିଛି। ସେହିପରି ଅଶ୍ବିନୀ ବୈଷ୍ଣବଙ୍କ ପାଖକୁ ମଧ୍ୟ ଫୋନ କଲ ଆସିଛି। ଉଭୟ ଜୁଏଲ ଏବଂ ଅଶ୍ବିନୀ ମୋଦିଙ୍କ ବାସଭବନକୁ ଯାଇଛନ୍ତି। ଅଶ୍ବିନୀ ପୁଣିଥରେ ରେଳମନ୍ତ୍ରୀ ହେବେ ଅବା ଅନ୍ୟ ପଦବୀ ପାଇବେ ସେନେଇ ଚର୍ଚ୍ଚା ଜାରି ରହିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now