ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା: ହୋଇପାରେ ବଡ଼ ନିଷ୍ପତ୍ତି

Spread the love

ବିଜେପି ନବନିର୍ବାଚିତ ସାଂସଦଙ୍କୁ ଦିଲ୍ଲୀ ଡାକରା। ଆସନ୍ତାକାଲି ଦିଲ୍ଲୀରେ ବସିବ ସାସଂଦୀୟ ବୈଠକ। ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ନବନିର୍ବାଚିତ ସାଂସଦ। ସାଂସଦ ଭାବେ ସଂସଦରେ ନେବେ ଶପଥ। ମେଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବା ସହ ମନ୍ତ୍ରୀ ମଣ୍ଡରେ କିଛି ସଦସ୍ୟ ସାମିଲ ହେବେ। ଏଥିସହ ରାଜ୍ୟରେ ସରକାର ଗଠନ ନେଇ ହୋଇପାରେ ଆଲୋଚନା। ମୁଖ୍ୟମନ୍ତ୍ରୀ ଚେହେରା ଉପରେ ବି ହୋଇପାରେ ନିଷ୍ପତି। ମୁଖ୍ୟମନ୍ତ୍ରୀ ନା ଘୋଷଣା ପୂର୍ବରୁ ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ। ସଂସଦୀୟ ବୋର୍ଡ ବୈଠକ ପୂର୍ବରୁ ସାଂସଦଙ୍କ ସହ ଆଲୋଚନା କରିବେ ଶୀର୍ଷ ନେତୃତ୍ୱ। ରାଜ୍ୟରେ ୨୦ସାଂସଦ ବିଜୟ ହେବା ପରେ ଏହା ଦିଲ୍ଲୀରେ ପ୍ରଥମ ବୈଠକ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *