ବିଜେପି ତାର ଲୋକସଭା ସଦସ୍ୟ ମାନଙ୍କୁ ତିନି ଲାଇନର ହ୍ୱିପ ଜାରୀ କଲା

Spread the love

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟୀ ତାର ଲୋକସଭା ସଦସ୍ୟ ମାନଙ୍କୁ ତିନି ଲାଇନ ବିଶିଷ୍ଟ ହ୍ୱିପ ଜାରୀ କରିଛି । ଗୁରୁବାର ଦିନ ଲୋକସଭାରେ କିଛି ବିଧାୟୀ କାର୍ଯରେ ସମର୍ଥନ କରିବାକୁ ପୂରା ଦିନ ସଦନରେ ଉପସ୍ଥିତ ରହିବାକୁ ଏହି ହ୍ୱିପରେ କୁହାଯାଇଛି ।

ଉଲ୍ଲେଖନୀୟ ଯେ, ଗୁରୁବାର ଦିନ ଲୋକସଭାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନିଯୁକ୍ତି ଓ ସ୍ଥାନାନ୍ତରଣ ସମ୍ପର୍କିକ ସେବା ଅଧ୍ୟାଦେଶ ଦିଲ୍ଲୀ ଅଧ୍ୟାଦେଶକୁ ବଦଳାଇବା ପାଇଁ ଦିଲ୍ଲୀ ସରକାର ସଂଶୋଧନ ବିଧେୟକ ୨୦୨୩ ପାରିତ କରାଯାଇ ପାରେ ।

Leave a Reply

Your email address will not be published. Required fields are marked *