ଅଗଣତାନ୍ତ୍ରିକ ଭାବେ ମାନ୍ୟବର ବାଚସ୍ପତିଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକ ମାନେ ଏକ ସ୍ଵତନ୍ତ୍ର ଗଞ୍ଜି ପରିଧାନ କରିବା ସହ ଆଜି ସନ୍ଧ୍ୟା ୬.୪୫ ମିନିଟ ସମୟରେ ମେ ଫେୟାର ହୋଟେଲ ସମ୍ମୁଖରେ ଥିବା ଚା ଦୋକାନରେ ଚା ପିଉଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now