କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରେଳ ଦୁର୍ଘଟଣାର ସିବିଆଇ ଜାଞ୍ଚ ଉପରେ ଉଠାଇଲେ ପ୍ରଶ୍ନ

Spread the love

ନୁଆଦିଲ୍ଲୀ : କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ରଲେଖି ଓଡିଶାରେ ହୋଇଥିବା ରେଳ ଦୁର୍ଘଟଣାର ପ୍ରକୃତ କାରଣ ଜାଞ୍ଚ ପାଇଁ ସିବିଆଇକୁ ଦେବା ଉପରେ ପ୍ରଶ୍ନ ଉଠାଇଛନ୍ତି । ଖଡଗେ ପତ୍ରରେ ଲେଖିଛନ୍ତି ଉତରଦାୟୀ କରିବାର ପ୍ରୟାସକୁ ବିଫଳ କରିବା ଓ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ।

ଖଡଗେ କହିଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରେଳ ମନ୍ତ୍ରୀଙ୍କୁ ଏହି ଘଚଣାକୁ ସ୍ୱୀକାର କରିବାକୁ ପଡିବ । ରେଳ ମନ୍ତ୍ରୀ ଦାବି କରୁଛନ୍ତି ଯେ ଦର୍ଘଟଣା ପ୍ରକୃତ କାରଣ ଆମେ ବାହାର କରିଦେଇଛୁ । ଏହା ପରେ ମଧ୍ୟ ସେ ସିବିଆଇ ଇନୁକାରି କରିବା ପାଇଁ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *