ଆଗାମୀ ବିଧାନସଭା ନିର୍ବାଚନରେ ଶହେ ଆସନ କଂଗ୍ରେସର ଟାର୍ଗେଟ – ତାରା

Spread the love

ଭୁବନେଶ୍ୱର : ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଶହେ ଆସନ ହାସଲ କରିବାକୁ କଂଗ୍ରେସ ଲକ୍ଷ୍ୟ ଧାର୍ଯ୍ୟ କରିଛି । ସେହିପରି ୧୫ ଲୋକସଭା ଆସନ ପାଇଁ କଂଗ୍ରେସ ଦଳ ଟାର୍ଗେଟ କରିଛି । କଂଗ୍ରେସ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏ ସମ୍ପର୍କରେ କାର୍ଯକାରିଣୀରେ ବ୍ଲୁ ପ୍ରିଂଟ ତିଆରି କରାଯାଇଛି ।

Leave a Reply

Your email address will not be published. Required fields are marked *