ଚାଷୀ ପଞ୍ଜୀକରଣ ରେ ଓଡିଶା କଲା ସର୍ବକାଳୀନ ରେକର୍ଡ଼

ଚାଷୀ ପଞ୍ଜୀକରଣ ରେ ଓଡିଶା କଲା ସର୍ବକାଳୀନ ରେକର୍ଡ଼।18 ଲକ୍ଷ 50 ହଜାର 983 ଜଣ ଚାଷୀ ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଛନ୍ତି।ଆଜି ଚାଷୀ ପଞ୍ଜୀକରଣ ର ଶେଷ ଦିନ। ରାତି 12 ଟାରେ ସରିବ ଅବଧି। ସଂଖ୍ୟା ଆହୁରି ବଢ଼ିବ।ଗତ ବର୍ଷ ଖରିଫ ରେ 17 ଲକ୍ଷ 50 ହଜାର 462 ଜଣ ଚାଷୀ ପଞ୍ଜିକରଣ କରିଥିଲେ।Ekyc ଲାଗୁ କଲୁ ମିଡିଲ ମ୍ୟାନ ଫାଇଦା ନ ନେବାକୁ। କିନ୍ତୁ ପରେ କିଛି ସମସ୍ୟା ଉପୁଜିବାରୁ self declaration ବ୍ୟବସ୍ଥା କଲୁ। ଯେଉଁଥିପାଇଁ ଚାଷୀ ଅଧିକ ପଞ୍ଜୀକରଣ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *