ଓଡ଼ିଶାରେ ବିଜେପି-ବିଜେଡି ଏକ ହୋଇ ରହିଛନ୍ତି – କଂଗ୍ରେସ

Spread the love

ଭୁବନେଶ୍ୱର : ଓଡ଼ିଶାରେ ବିଜେପି-ବିଜେଡି ଏକ ହୋଇ ରହିଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ମହାରାଷ୍ଟ୍ରର ପ୍ରଭାବ ଓଡ଼ିଶାରେ ପଡ଼ିବା ନେଇ ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇ ତାରା ପ୍ରସାଦ ବାହିନୀପତି ଏହା କହିଛନ୍ତି ।

ସେ କହିଛନ୍ତି ଯେ, କେନ୍ଦ୍ର ବିଜେପି ଯାହା କହିବ ବିଜେଡି ତାହା କରିବ । ଏଠି ଯେପରି ଅସନ୍ତୋଷ କୁହୁଳୁଛି, ବିଜେପି ଚାହିଁଲେ ଭାଗ କରିଦେବ । ଅମିତ ଶାହାଙ୍କ କଥା ନ ମାନିଲେ ଓଡ଼ିଶାରେ ବିଜେପି ଭାଗ କରିଦେବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚଢ଼ାଉ କଲେ ଆପେ ବିଜେଡି ଭାଗହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *